‘ହିନ୍ଦୁ’ ଶବ୍ଦର ଅର୍ଥ ‘ଭୟଙ୍କର’-ସତୀଶ ଲକ୍ଷ୍ମଣରାଓ କର୍ଣ୍ଣାଟକ କଂଗ୍ରେସ ନେତା

ବାଙ୍ଗାଲୋର: କର୍ଣ୍ଣାଟକ ପ୍ରଦେଶ କମିଟିର କାର୍ଯ୍ୟକାକଂଗ୍ରେସରୀ ସଭାପତି ସତୀଶ ଲକ୍ଷ୍ମଣରାଓ ଜାରକିହୋଲି ‘ହିନ୍ଦୁ’ ଶବ୍ଦକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ହିନ୍ଦୁ ଏକ ଭାରତୀୟ ଶବ୍ଦ ନୁହେଁ, ଏହା ପର୍ସିଆରୁ ଆସିଛି। ଏହାର ଅର୍ଥ ମଧ୍ୟ ଅତି କଦର୍ଯ୍ୟ ବା ‘ଭୟଙ୍କର’। ନିଜ ଦଳ ପକ୍ଷରୁ ଜାରକିହୋଲିଙ୍କ ଭାଷଣକୁ ବିରୋଧ କରାଯାଇଛି। ରବିବାର ବେଲାଗାବି ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ଜାରକିହୋଲି କହିଛନ୍ତି, ‘‘ହିନ୍ଦୁ … Continue reading ‘ହିନ୍ଦୁ’ ଶବ୍ଦର ଅର୍ଥ ‘ଭୟଙ୍କର’-ସତୀଶ ଲକ୍ଷ୍ମଣରାଓ କର୍ଣ୍ଣାଟକ କଂଗ୍ରେସ ନେତା